railway RRB Group D Mock Test Series 2024-25 Quantitative Aptitude Speed Time and Distance Problem on Trains
ଘଣ୍ଟାପ୍ରତି 60 କିଲୋମିଟର ବେଗରେ ଗତି କରୁଥିବା 120 ମିଟର ଲମ୍ବର ଏକ ଟ୍ରେନ୍ 18 ସେକେଣ୍ଡରେ ଏକ ପୋଲ ଅତିକ୍ରମ କରିଥାଏ । ପୋଲର ଲମ୍ବ ନିର୍ଣ୍ଣୟ କର ।
1
150 ମି
2
160 ମି
3
170 ମି
4
180 ମି