railway RRB Group D Mock Test Series 2024-25 Quantitative Aptitude Speed Time and Distance Boat and River
ଏକ ଡଙ୍ଗା 48 ମିନିଟରେ 16 କିଲୋମିଟର ଦୂରତ୍ୱକୁ ଅତିକ୍ରମ କରେ । ଯଦି ଡଙ୍ଗାର ଗତି ଦ୍ୱିଗୁଣିତ ହୁଏ ତେବେ ସ୍ରୋତର ପ୍ରତିକୂଳ ଦିଗରେ ଦୂରତା ଅତିକ୍ରମ କରିବାକୁ ସମାନ ସମୟ ଲାଗେ । ସ୍ରୋତର ବେଗ କେତେ ହେବ ?
1
ଘଣ୍ଟା ପ୍ରତି 40/3
2
ଘଣ୍ଟା ପ୍ରତି 20/3 କିମି
3
ଘଣ୍ଟା ପ୍ରତି 25/3 କିମି
4
ଘଣ୍ଟା ପ୍ରତି 42/3 କିମି