ସେହି ସମୂହର ଚୟନ କରନ୍ତୁ ଯେଉଁଥିରେ ସଂଖ୍ୟାଗୁଡ଼ିକ ସେହିପରି ସମ୍ବଦ୍ଧିତ ଯେପରି ନିମ୍ନଲିଖିତ ସମୁହର ସଂଖ୍ୟାଗୁଡ଼ିକ ଅଛି ।  

ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ଏହାର ଉପାଦାନ ସଂଖ୍ୟାରେ ନ ଭାଙ୍ଗି ସଂପୂର୍ଣ୍ଣ ସଂଖ୍ୟା ଉପରେ ଅପରେସନ୍ କରାଯିବା ଉଚିତ । ଉଦାହରଣ 13 - 13 ରେ ଅପରେସନ୍ କରିବା ଯେପରିକି 13 ରେ ଯୋଡିବା/ବାହାର କରିବା/ଗୁଣନ ଇତ୍ୟାଦି କରାଯାଇପାରିବ ।  13 କୁ 1 ଏବଂ 3 କୁ ଭାଙ୍ଗିବା ଏବଂ ତା’ପରେ 1 ଏବଂ 3 ରେ ଗାଣିତିକ କାର୍ଯ୍ୟ କରିବା ଅନୁମତିପ୍ରାପ୍ତ ନୁହେଁ)

12 : 92 : 8

16 : 92 : 6

1
9 : 122 : 14
2
13 : 60 : 5
3
15 : 184 : 12
4
8 : 109 : 14

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation