ରୁବି ଦକ୍ଷିଣ ଆଡ଼କୁ 5 କିମି ଦୌଡିଲା, ପୁଣି ପୂର୍ବ ଆଡ଼କୁ 7 କିମି ଚାଲିଲା, ପୁଣି ସେ ଡାହାଣ କୁ ଗଲା ଏବଂ 7 କିମି ଚାଲିଲା । ପୁଣି ସେ ବାମ କୁ ଗଲା ଏବଂ 8 କିମି ଚାଲିଲା, ଶେଷ ରେ ସେ ଦକ୍ଷିଣ ଆଡକୁ 8 କିମି ଚାଲିଲା । ସେ ପ୍ରାରମ୍ଭିକ ବିନ୍ଦୁ ରୁ କେତେ ଦୂର ରେ ଏବଂ କେଉଁ ଦିଗ ରେ ଅଛି ?
1
32 କିମି, ଦକ୍ଷିଣ ପଶ୍ଚିମ
2
21 କିମି, ଉତ୍ତର ପୂର୍ବ
3
34 କିମି, ଦକ୍ଷିଣ ପୂର୍ବ
4
25 କିମି, ଦକ୍ଷିଣ ପୂର୍ବ