ଆଦିତ୍ୟ, ବିନୋଦଛାୟା, ଦିଲଶାନ, ଇଷ୍ଟର ଏବଂ ଫତିମା ନାମକ ଛଅ ଜଣ ବ୍ୟକ୍ତି ଏକ ବର୍ଷର ବିଭିନ୍ନ ମାସରେ ଯାତ୍ରା କରିଥିଲେ ଯଥା ଜାନୁଆରୀ, ମାର୍ଚ୍ଚ, ମେ, ଜୁଲାଇ, ସେପ୍ଟେମ୍ବର ଏବଂ ନଭେମ୍ବର । ସେମାନଙ୍କ ମଧ୍ୟରୁ କେହି ବିନୋଦଙ୍କ ପରେ ଯାତ୍ରା କରିନଥିଲେ, ଯିଏ ଛାୟାଙ୍କ ପରେ ତୁରନ୍ତ ଯାତ୍ରା କରିଥିଲେ । ଇଷ୍ଟର ପୂର୍ବରୁ କେବଳ ତିନି ଜଣ ଯାତ୍ରା କରିଥିଲେ । ଆଦିତ୍ୟ ଫାତିମାଙ୍କ ପରେ ତୁରନ୍ତ ଯାତ୍ରା କରିଥିଲେ। ଦିଲଶାନ ମେ ମାସରେ ଯାତ୍ରା କରିନଥିଲେ।

ସେମାନଙ୍କ ମଧ୍ୟରୁ କିଏ ମେ ମାସରେ ଯାତ୍ରା କରିଥିଲେ?

1
ତିମା
2
 ଇଷ୍ଟର
3
ଆଦିତ୍ୟ
4
ଛାୟା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation