ଏକ ପରିବାରର ସାତ ଜଣ ସଦସ୍ୟ S, T, U, W, X, Y, J ଏକାଠି ଯାତ୍ରା କରୁଥିଲେ । T ହେଉଛି U ର ପୁଅ କିନ୍ତୁ U, T ର ମା ନୁହଁନ୍ତି । J ହେଉଛନ୍ତି U ଙ୍କ ଭାଇଙ୍କ ପତ୍ନୀ | S ଏବଂ U ବିବାହିତ ଦମ୍ପତି । X ହେଉଛନ୍ତି U ର ଭାଇ । W ହେଉଛନ୍ତି S ର ଝିଅ ଏବଂ Y ହେଉଛନ୍ତି T ର ଭାଇ ।
ତେବେ W କିପରି X ସହିତ ଜଡିତ?
1
ପୁତୁରା
2
ଝିଆରୀ
3
ଭାଇ
4
ଭଉଣୀ