ଶ୍ରୀ କୁମାର ଖାଦ୍ୟ ଉପରେ ନିଜ ଆୟ ର  20%, ମହଙ୍ଗା ବସ୍ତୁ ଉପରେ 18%, ମୋବାଇଲ ରିଚାର୍ଜ ଉପରେ  6%  ଖର୍ଚ୍ଚ କରନ୍ତି । ସେ ତାଙ୍କ ଆୟ ର  4% ଟ୍ରଷ୍ଟ କୁ ଦାନ କରନ୍ତି । ଯଦି ସେ ମହଙ୍ଗା ବସ୍ତୁ ଉପରେ  3,600 ଟଙ୍କା ଖର୍ଚ୍ଚ କଲେ, ତେବେ ତାଙ୍କ ସଞ୍ଚୟ ବାହାର କର । 

1
12,000 ଟଙ୍କା 
2
11,200 ଟଙ୍କା 
3
13,500 ଟଙ୍କା 
4
10,400 ଟଙ୍କା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation