ଦିଆଯାଇଥିବା ବିବୃତ୍ତିକୁ ବିଚାର କରନ୍ତୁ ଏବଂ ଉକ୍ତିରେ ଦିଆଯାଇଥିବା ଅନୁମାନଗୁଡ଼ିକ ମଧ୍ୟରୁ କେଉଁଟି ଅନ୍ତର୍ନିହିତ ତାହା ସ୍ଥିର କରନ୍ତୁ ।
ବିବୃତ୍ତି:
ଯଦି ତୁମେ କଠିନ ପରିଶ୍ରମ ନ କର, ମୁଁ ତୁମକୁ ବରଖାସ୍ତ କରିବି। - ଜଣେ କନିଷ୍ଠଙ୍କୁ ବିଭାଗର ମୁଖ୍ୟଙ୍କ ଏହା ଏକ ବିବୃତ୍ତି ।
ଅନୁମାନ:
।. ମୁଖ୍ୟଙ୍କ ଦ୍ୱାରା ଦିଆଯାଇଥିବା ଚେତାବନୀ ଫଳରେ କନିଷ୍ଠ କର୍ମଚାରୀ କଠିନ ପରିଶ୍ରମ କରିପାରନ୍ତି ।
II. ବର୍ତ୍ତମାନ କୌଣସି କନିଷ୍ଠ କର୍ମଚାରୀ କଠିନ ପରିଶ୍ରମ କରୁନାହାଁନ୍ତି ।
1
କେବଳ ଅନୁମାନ II ଅନ୍ତର୍ନିହିତ
2
ଉଭୟ ଅନୁମାନ I ଏବଂ ଅନୁମାନ II ଅନ୍ତର୍ନିହିତ
3
ଅନୁମାନ I କିମ୍ବା ଅନୁମାନ II ଅନ୍ତର୍ନିହିତ
4
କେବଳ ଅନୁମାନ I ଅନ୍ତର୍ନିହିତ