ଦିଆଯାଇଥିବା ଢାଞ୍ଚାକୁ ସତର୍କତାର ସହ ଅଧ୍ୟୟନ କରନ୍ତୁ ଏବଂ ସେଥିରେ ଥିବା ପ୍ରଶ୍ନ ଚିହ୍ନ (?) କୁ ବଦଳାଇପାରୁଥିବା ସଂଖ୍ୟା ଚୟନ କରନ୍ତୁ।

ପ୍ରଥମ ଧାଡ଼ି: 9, 6, 117

ଦ୍ବିତୀୟ ଧାଡ଼ି: 12, 7, 193

ତୃତୀୟ ଧାଡ଼ି: 13, 8, ?

(ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ତା'ର ସାଂଗଠନିକ ଅଙ୍କରେ ବିଭକ୍ତ ନକରି ପୂର୍ଣ୍ଣ ସଂଖ୍ୟା ଉପରେ କାର୍ଯ୍ୟ କର । ଉଦାହରଣ ସ୍ୱରୂପ 13 - ସଂଖ୍ୟା13 ରେ ଅପରେସନ୍ ଯେପରିକି ଯୋଗ / ବିୟୋଗ / ଗୁଣନ ଇତ୍ୟାଦି କେବଳ 13 ସହିତ ସମ୍ପାଦନ କରାଯାଇପାରିବ। 13 କୁ 1 ଓ 3 ରେ ବିଭକ୍ତ କରି 1  ଓ 3 ରେ ଗାଣିତିକ ଅପରେସନ୍ କରିବାକୁ ଅନୁମତି ଦିଆଯାଇ ନାହିଁ)

1
241
2
231
3
233 
4
243 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation