ଆପଣଙ୍କୁ ଗୋଟିଏ ବିବୃତି ଏବଂ ଦୁଇଟି ଧାରଣା ଦିଆଯାଇଛି । ନିମ୍ନରେ ଦିଆଯାଇଥିବା ବିକଳ୍ପଗୁଡିକରୁ ଅନୁମାନ ଗୁଡିକ ବିଷୟରେ ମନ୍ତବ୍ୟ ଚୟନ କରନ୍ତୁ:
ବିବୃତ୍ତି:
ଏହି ଅସ୍ତ୍ରୋପଚାର ପରେ ରୋଗୀଙ୍କ ଅବସ୍ଥାରେ ସୁଧାର ଆସିବ।
ଧାରଣା:
I. ଏହି ଅବସ୍ଥାରେ ରୋଗୀର ଅସ୍ତ୍ରୋପଚାର କରାଯାଇପାରିବ ।
II. ଏହି ଅବସ୍ଥାରେ ରୋଗୀର ଅସ୍ତ୍ରୋପଚାର କରାଯାଇପାରିବ ନାହିଁ ।
1
I କିମ୍ବା II ଅନ୍ତର୍ନିହିତ ଅଟେ
2
କେବଳ ଧାରଣା II ଅନ୍ତର୍ନିହିତ ଅଟେ
3
କେବଳ ଧାରଣା I ଅନ୍ତର୍ନିହିତ ଅଟେ
4
I କିମ୍ବା II ଅନ୍ତର୍ନିହିତ ନୁହେଁ