ଦିଆଯାଇଥିବା ଲାଇନ୍ ଗ୍ରାଫ୍ ଅଧ୍ୟୟନ କରନ୍ତୁ ଏବଂ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅନ୍ତୁ।
ଦିଆଯାଇଥିବା ଲାଇନ୍ ଗ୍ରାଫ୍ ରେ 4 ଟି ପାର୍କ- A, B, C ଏବଂ D ରେ ପର୍ଯ୍ୟଟକଙ୍କ ସଂଖ୍ୟା ଦର୍ଶାଯାଇଛି ।
ଯଦି ପାର୍କ A ଏବଂ C ରେ ମୋଟ ପର୍ଯ୍ୟଟକଙ୍କ ମଧ୍ୟରୁ 50% ମହିଳା ଥିଲେ, ତେବେ ପାର୍କ A ଏବଂ C ରେ ପୁରୁଷ ପର୍ଯ୍ୟଟକଙ୍କ ସମୁଦାୟ ସଂଖ୍ୟା କେତେ ଥିଲା ?
1
23
2
18
3
20
4
21