railway RRB Group D Mock Test Series 2024-25 Quantitative Aptitude Speed Time and Distance Problem on Trains
150 ମିଟର ର ରେଳଗାଡି 30 ସେକେଣ୍ଡ ରେ 300 ମିଟର ର ଏକ ପୋଲ ଅତିକ୍ରମ କରେ । ଏହି ରେଳ ଗାଡି ବିପରୁତ ଦିଗ ରୁ ଆସୁଥିବା 200 ମିଟର ଲମ୍ବା ଏବଂ 36 କିମି/ଘଣ୍ଟା ର ବେଗ ରେ ଦ୍ଵିତୀୟ ଟ୍ରେନ କୁ କେତେ ସମୟ ରେ ଅତିକ୍ରମ କରିବ ?
1
15 ସେକେଣ୍ଡ
2
16 ସେକେଣ୍ଡ
3
12 ସେକେଣ୍ଡ
4
14 ସେକେଣ୍ଡ