ଜଣେ ବ୍ୟକ୍ତି ଘରୁ 80 କିଲୋମିଟର ବେଗରେ ଘରୁ ଏକ ବସ୍ରେ ଅଫିସକୁ ଯିବାବେଳେ 5 ମିନିଟ ବିଳମ୍ବ କରନ୍ତି । ଯଦି ବସର ବେଗ ଘଣ୍ଟା ପ୍ରତି 90 କିଲୋମିଟରକୁ ବୃଦ୍ଧି ପାଏ ସେ 15 ମିନିଟ ଶୀଘ୍ର ଅଫିସରେ ପହଞ୍ଚନ୍ତି । ତାଙ୍କ କାର୍ଯ୍ୟାଳୟ ଏବଂ ଘର ମଧ୍ୟରେ ଦୂରତା କେତେ?
1
360 କିମି
2
200 କି.ମି.
3
190 କିମି
4
240 କିମି