railway RRB NTPC Mock Test Series 2024-25 (CBT 1 + CBT 2) Verbal Reasoning Statements and Assumptions
ପ୍ରଦତ୍ତ ବିବୃତ୍ତିକୁ ସତ ବୋଲି ବିଚାର କରନ୍ତୁ ଏବଂ ନିମ୍ନଲିଖିତ ଅନୁମାନ ମଧ୍ୟରୁ କେଉଁଟି ବିବୃତ୍ତିରେ ଅନ୍ତର୍ଭୂକ୍ତ ତାହା ସ୍ଥିର କରନ୍ତୁ ।
ବିବୃତ୍ତି:
କମ୍ପାନୀ X ଘୋଷଣା କରିଛି ଯେ ସେମାନଙ୍କ କମ୍ପାନୀରେ 10 ଟି କିରାଣୀ ଚାକିରି ପୂରଣ ହେବ, ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ ସ୍ନାତକ ଡିଗ୍ରୀ ପାସ୍ ହେଇଥିବ ।
ଅନୁମାନ:
1. ଯେଉଁମାନେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ସେମାନେ ଆବେଦନ କରିପାରିବେ ।
2. ମାଷ୍ଟର ଡିଗ୍ରୀ ଧାରୀ ମଧ୍ୟ ଆବେଦନ କରିପାରିବେ ।
1
କେବଳ ଅନୁମାନ 1 ଅନ୍ତର୍ନିହିତ ଅଟେ ।
2
ଅନୁମାନ 1 କିମ୍ବା 2 ଅନ୍ତର୍ନିହିତ ଅଟେ ।
3
କେବଳ ଅନୁମାନ 2 ଅନ୍ତର୍ନିହିତ ଅଟେ ।
4
ଉଭୟ ଅନୁମାନ 1 ଏବଂ 2 ଅନ୍ତର୍ନିହିତ ଅଟେ ।