24 ସେମି ମୋଟେଇ ଥିବା ଏକ ଇଟା କାନ୍ଥର ଆଭ୍ୟନ୍ତରୀଣ ପୃଷ୍ଠ ତାପମାତ୍ରା 25° ସେ ଏବଂ ବାହ୍ୟ ପୃଷ୍ଠତାପମାତ୍ରା 5° ସେ. କାନ୍ଥର ବର୍ଗ ମିଟର ପିଛା ଉତ୍ତାପ ହ୍ରାସ ହାର (ଥର୍ମାଲ୍ କଣ୍ଡକ୍ଟିଭିଟି = 0.15 J/ (s⋅m⋅k)) ହେଉଛି :

1
20.0 J/s
2
18.2 J/s
3
12.5 J/s
4
23.0 J/s

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation