ଦିଆଯାଇଥିବା ପ୍ରଶ୍ନ କୁ ପଢନ୍ତୁ ଏବଂ ନିର୍ଣ୍ଣୟ କରନ୍ତୁ କେଉଁ ଉକ୍ତିଟି ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ । 

50 ପିଲା ଥିବା ଶ୍ରେଣୀ ରେ ଆରମ୍ଭ ର X ର ସ୍ଥାନ କେତେ ?

ଉକ୍ତି:

1.  Y ର ସ୍ଥାନ X ଠାରୁ ପଛରେ ଏବଂ ଶେଷ ରୁ 30 ତମ ସ୍ଥାନ ରେ ଅଛି । 

2. Z ର ସ୍ଥାନ X ଠାରୁ 2 ସ୍ଥାନ ଉପରେ ଏବଂ ଶେଷ ରୁ 32 ତମ ସ୍ଥାନ ରେ ଅଛି । 

1
ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦେବାପାଇଁ କେବଳ 2 ପର୍ଯ୍ୟାପ୍ତ ହେଉଥିବା ବେଳେ କେବଳ 1 ପର୍ଯ୍ୟାପ୍ତ ନୁହେଁ ।  
2
1 କିମ୍ବା 2 ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ । 
3
ଉଭୟ 1 ଏବଂ 2 ଦିଆଯାଇଥିବା ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ । 
4
ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦେବାପାଇଁ କେବଳ 1 ପର୍ଯ୍ୟାପ୍ତ ହେଉଥିବା ବେଳେ କେବଳ 2  ପର୍ଯ୍ୟାପ୍ତ ନୁହେଁ ।  

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation