ନିମ୍ନଲିଖିତ ଚାରିଟି ମଧ୍ୟରୁ ତିନୋଟି ଏକ ନିର୍ଦ୍ଦିଷ୍ଟ ଉପାୟରେ ସମାନ ଏବଂ ଏହିପରି ଏକ ଗୋଷ୍ଠୀ ଗଠନ କରେ । କିଏ ସେହି ଗୋଷ୍ଠୀର ନୁହେଁ?
(ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ଏହାର ସାଂଗଠନିକ ଅଙ୍କରେ ବିଭକ୍ତ ନକରି ସମ୍ପୂର୍ଣ୍ଣ ସଂଖ୍ୟା ଉପରେ ପ୍ରୟୋଗ କରାଯିବା ଉଚିତ୍ | ଉଦାହରଣ ସ୍ୱରୂପ 13 ର ପ୍ରୟୋଗ ଯଥା ଯେପରିକି 13 ରେ ଯୋଡିବା/ବିୟୋଗ/ଗୁଣନ କରିବା ଇତ୍ୟାଦି 13ରେ ସମ୍ପାଦନ କରାଯାଇପାରିବ । 13କୁ 1 ଓ 3ରେ ବିଭକ୍ତ କରି 1 ଓ 3ରେ ଗାଣିତିକ ଅପରେସନ୍ କରିବାକୁ ଅନୁମତି ନାହିଁ)
1
153 - 17
2
261 - 29
3
94 - 11
4
207 - 23