ଜଣେ ବ୍ୟକ୍ତି ଡଜନ ପିଛା 12 ଟଙ୍କାରେ କିଛି ଆମ୍ବ କିଣିଥିଲେ ଏବଂ ସମାନ ସଂଖ୍ୟକ ଆଉ କିଛି ଆମ୍ବ ଡଜନ ପିଛା 10 ଟଙ୍କାରେ କିଣିଥିଲେ। ସେ ଏହି ଆମ୍ବଗୁଡ଼ିକୁ ଡଜନ ପିଛା 13 ଟଙ୍କାରେ ବିକ୍ରି କରିଥିଲେ ଏବଂ 160 ଟଙ୍କା ଲାଭ କରିଥିଲେ । ତେବେ ତାଙ୍କ ଦ୍ୱାରା କିଣାଯାଇଥିବା ଆମ୍ବର ମୋଟ ସଂଖ୍ୟା ନିରୂପଣ କର :

1
60 ଡଜନ
2
70 ଡଜନ
3
80 ଡଜନ
4
90 ଡଜନ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation