ଗୋଟିଏ ପାତ୍ରରେ 560 ଲିଟର କ୍ଷୀର ରହିଥାଏ । ପ୍ରତିଥର 56 ଲିଟର କ୍ଷୀର ପାତ୍ରରୁ ବାହାର କରାଯାଇ ସମାନ ପରିମାଣର ପାଣି ମିଶାଯାଏ । ଯଦି ଏହି ପ୍ରକ୍ରିୟା ଦୁଇ ଥର ପୁନରାବୃତ୍ତି କରାଯାଏ, ତେବେ ଶେଷରେ ପାତ୍ରରେ କେତେ ପରିମାଣର କ୍ଷୀର ରହିଛି ତାହା ନିର୍ଣ୍ଣୟ କର ।
1
498 ଲିଟର
2
475.6 ଲିଟର
3
453.6 ଲିଟର
4
480.75 ଲିଟର