ଜଣେ ଡଙ୍ଗା ଚାଳକ ନିଜ ଡଙ୍ଗାକୁ 9 କିମି/ଘଣ୍ଟା  ବେଗରେ ସ୍ଥିର ପାଣିରେ ଚଳେଇ ପାରେ । ସେ 9 ଘଣ୍ଟା ରେ ଧାରାର ଅନୁକୂଳ 44 କିମି ଏବଂ ଧାରାର ପ୍ରତିକୂଳ 35 କିମିର ଦୂରତା ଅତିକ୍ରମ କରି ପାରେ । ସେ ଧାରାର ଅନୁକୂଳ 33 କିମି ଏବଂ ଧାରାର ପ୍ରତିକୁଳ 28 କିମିର ଦୂରତା ଅତିକ୍ରମ କରିବାରେ କେତେ ସମୟ(ଘଣ୍ଟାରେ) ନେବ ?  

1
5
2
8
3
7
4
6

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation