କମଲ ଏବଂ ସୁନୀତାଙ୍କ ମଧ୍ୟରେ ₹ 13,540 ଭାଗ କରିବାକୁ ହେବ ଯେପରି 5 ବର୍ଷ ଶେଷରେ କମଲଙ୍କ ଅଂଶ 7 ବର୍ଷ ଶେଷରେ ସୁନୀତାଙ୍କ ଅଂଶ ସହିତ ସମାନ ହୋବ ।  ଯଦି ବାର୍ଷିକ ଚକ୍ର ବୃଦ୍ଧି ସୁଧ ହାର  8% ହୋଇଥାଏ, ତେବେ କମଲଙ୍କ ଅଂଶ ହେଉଛି:

1
₹ 7,280
2
₹ 7,290
3
₹ 8,240
4
₹ 7,390

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation