ସତୀଶ, କିଶୋର, ମୋହନ, ଅନିଲ ଓ ରାଜେଶ ପାଞ୍ଚ ଜଣ ସାଙ୍ଗ। ମୋହନ ହେଉଛନ୍ତି ସବୁଠାରୁ ଲମ୍ବା । ସତୀଶ କିଶୋରଙ୍କ ଠାରୁ ଛୋଟ କିନ୍ତୁ ରାଜେଶଙ୍କ ଠାରୁ ଲମ୍ବା । ଅନୀଲ କିଶୋରଙ୍କ ଠାରୁ ଟିକେ ଛୋଟ କିନ୍ତୁ ସତୀଶଙ୍କ ଠାରୁ ସାମାନ୍ୟ ଲମ୍ବା । କିଏ ରାଜେଶଙ୍କ ଠାରୁ ଲମ୍ବା କିନ୍ତୁ ଅନିଲଙ୍କ ଠାରୁ ଛୋଟ ?

1
ଅନିଲ 
2
କିଶୋର 
3
ରାଜେଶ 
4
ସତୀଶ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation