ଅରୁଣ ସଞ୍ଚିତଙ୍କ ଠାରୁ 1,12,500 ଟଙ୍କାରେ ଏକ ଲାପଟପ୍ କିଣିଥିଲେ। ସଞ୍ଚିତ ଲାପଟପ୍ ରେ 25% ଲାଭ କରିଥିଲେ | ରମଣ ଲାପଟପକୁ 20% ଲାଭରେ ସଞ୍ଚିତଙ୍କୁ ବିକ୍ରି କରିଥିଲେ | ଲାପଟପ୍ କିଣିବା ପାଇଁ ରମଣ କେତେ ଟଙ୍କା ଦେଇଥିଲେ ?

1
85,000 ଟଙ୍କା 
2
80,000 ଟଙ୍କା 
3
 75,000 ଟଙ୍କା
4
90,000 ଟଙ୍କା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation