ବିଶ୍ଵ ହୋମିଓପାଥି ଦିବସ ପ୍ରତି ବର୍ଷ 10 ଏପ୍ରିଲ କୁ ହୋମିଓପାଥି ଚିକିତ୍ସା ପଦ୍ଧତି ର ସଂସ୍ଥାପକ ଏବଂ ଜନକ ଡ଼ କ୍ରୀଷ୍ଟିୟାନ ଫେଡରିକ ସାମୁଏଲ ହେନିମେନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପାଳନ କରାଯାଏ । 2023 ର ଥିମ କଣ ?
1
ହୋମିଓପାଥି: ପିପଲ୍ସ ଚଏସ ଫର ୱେଲନେସ
2
ଏନହନସିଙ୍ଗ ଦ ସ୍କୋପ ଅଫ ହୋମିଓପାଥି ଇନ ପବ୍ଲିକ ହେଲଥ
3
ହୋମିଓପାଥି - ରୋଡମ୍ୟାପ ଫର ଇଣ୍ଟିଗ୍ରେଟିଭ ମେଡିସିନ
4
ୱାନ ହେଲଥ, ୱାନ ଫ୍ଯାମିଲି