railway RRB NTPC Mock Test Series 2024-25 (CBT 1 + CBT 2) Logical Reasoning Syllogism Conventional Syllogism
ନିମ୍ନଲିଖିତ ପ୍ରଶ୍ନରେ କିଛି ବିବୃତ୍ତି ଦିଆଯାଇଛି, ତା'ପରେ ସେହି ବିବୃତ୍ତି ଆଧାରରେ କିଛି ସିଦ୍ଧାନ୍ତ ଦିଆଯାଇଛି । ଦିଆଯାଇଥିବା ବିବୃତ୍ତିଗୁଡ଼ିକ ସାଧାରଣତଃ ଜଣାଶୁଣା ତଥ୍ୟଠାରୁ ଭିନ୍ନ ମନେ ହେଉଥିଲେ ମଧ୍ୟ ତାହାକୁ ସତ ବୋଲି ଗ୍ରହଣ କରନ୍ତୁ। ସମସ୍ତ ସିଦ୍ଧାନ୍ତପଢ଼ନ୍ତୁ ଏବଂ ତା'ପରେ ନିର୍ଦ୍ଧାରିତ ନିଷ୍ପତି ମଧ୍ୟରୁ କେଉଁଟି ଦିଆଯାଇଥିବା ବିବୃତ୍ତିକୁ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କରନ୍ତୁ ।
ବିବୃତ୍ତି:
I. କୌଣସି P ହେଉଛି Q ନୁହେଁ ।
II. ସମସ୍ତ Q ହେଉଛି R ।
ସିଦ୍ଧାନ୍ତ:
I. କିଛି R ହେଉଛି Q ।
II. କିଛି Q ହେଉଛି P ।
III. କିଛି p ହେଉଛି R ।
1
ସମସ୍ତ ସିଦ୍ଧାନ୍ତ ଅନୁସରଣ କରେ ।
2
କେବଳ ସିଦ୍ଧାନ୍ତ I ଅନୁସରଣ କରେ ।
3
କେବଳ ସିଦ୍ଧାନ୍ତ II ଅନୁସରଣ କରେ ।
4
କେବଳ ସିଦ୍ଧାନ୍ତ III ଅନୁସରଣ କରେ ।