railway RRB NTPC Mock Test Series 2024-25 (CBT 1 + CBT 2) Quantitative Aptitude Time and Work Pipe and Cistern
ଦୁଇ ଟି ପ୍ରବେଶ ପାଇପ A ଏବଂ B ଗୋଟିଏ ଟାଙ୍କି କୁ କ୍ରମଶଃ 20 ମିନିଟ ଏବଂ 36 ମିନିଟ ରେ ଭରେ । ତୃତୀୟ ପାଇପ C 45 ମିନିଟ ରେ ଟାଙ୍କି କୁ ଖାଲି କରି ପାରେ । ପ୍ରଥମେ A ଏବଂ B କୁ ଖୋଲା ଗଲା । 9 ମିନିଟ ପାରେ C କୁ ଖୋଳାଗଲା । ମୋଟ ଆବଶ୍ୟକ ହେଉଥିବା ସମୟ ( ମିନିଟ ରେ ) କୁ ବାହାର କର ।
1
13 ମିନିଟ
2
12ମିନିଟ
3
10 ମିନିଟ
4
14.4ମିନିଟ