ଜଣେ ବ୍ୟକ୍ତି 10 ଘଣ୍ଟା ମଧ୍ୟରେ 30 କିଲୋମିଟର ଧାରାର ପ୍ରତିକୂଳରେ ଏବଂ 44 କିଲୋମିଟର ଧାରାର ଅନୁକୂଳରେ ଯାଉଥିଲାବେଳେ ସେ 13 ଘଣ୍ଟାରେ 40 କିମି ଧାରାର ପ୍ରତିକୂଳ ଏବଂ 55 କିମି ଧାରାର ଅନୁକୂଳରେ ଯାଇପାରେ । ଯଥାକ୍ରମେ ଧାରାର ଗତି ଏବଂ ସ୍ଥିର ପାଣିରେ ବ୍ୟକ୍ତିର ଗତି ବାହାର କର ।  

1
7 କିମି/ଘଣ୍ଟା ଏବଂ 4  କିମି/ଘଣ୍ଟା
2
2 କିମି/ଘଣ୍ଟା ଏବଂ 10  କିମି/ଘଣ୍ଟା
3
3  କିମି/ଘଣ୍ଟା ଏବଂ 8  କିମି/ଘଣ୍ଟା
4
11  କିମି/ଘଣ୍ଟା ଏବଂ 5 କିମି/ଘଣ୍ଟା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation