ବିନୋଦ ଏବଂ ମନୋଜଙ୍କ ବର୍ତ୍ତମାନର ଦରମା ଅନୁପାତ ହେଉଛି 6 : 7 । ଯଦି  ସେମାନଙ୍କର ଦରମା 16,000, ଟଙ୍କା ବୃଦ୍ଧି ହୁଏ, ତେବେ ଦରମା ଅନୁପାତ 8 : 9 ହୋଇଯାଏ । ତେବେ ମନୋଜଙ୍କ ବର୍ତ୍ତମାନର ଦରମା କେତେ ନିରୂପଣ କର ?

1
48,000 ଟଙ୍କା
2
72,000 ଟଙ୍କା
3
56,000 ଟଙ୍କା
4
64,000 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation