A, B ଏବଂ C ଦ୍ଵାରା ଗୋଟିଏ କାମ କୁ ସଂପୂର୍ଣ୍ଣ କରିବା ପାଇଁ 6500 ଟଙ୍କା କଣ୍ଟ୍ରାକ୍ଟ ନେଲେ । A ଏକା  ସେହି କାମ କୁ 10 ଦିନ ରେ, B ସେହି କାମ କୁ 15 ଦିନ ରେ ଏବଂ C ଏକା ସେହି କାମ କୁ 20 ଦିନ ରେ ସଂପୂର୍ଣ୍ଣ କରେ । ଯଦି ତିନିଜଣ ମିଶି ସେହି କାର୍ଯ୍ୟ କୁ ପୂର୍ଣ୍ଣ କରିବେ, ତେବେ B ର ଭାଗ ରେ କେତେ (ଟଙ୍କା) ମିଳିବ ?

1
2000
2
2500
3
3000
4
1500

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation