କବିର ଘଣ୍ଟାପ୍ରତି 3 ମାଇଲ ବେଗରେ ପାହାଡ଼ ଉପରକୁ ଚଢ଼ି ଘଣ୍ଟାପ୍ରତି 5 ମାଇଲ ବେଗରେ ତଳକୁ ଖସି ଆସନ୍ତି । ଯଦି ସମୁଦାୟ ଯାତ୍ରା ପାଇଁ ମୋଟ 10 ଘଣ୍ଟା ସମୟ ଲାଗିଥାଏ, ତେବେ ପାହାଡ଼ ଉପର ଏବଂ ପାଦଦେଶ ମଧ୍ୟରେ ଦୂରତା କେତେ ଥିଲା?

1
3.75 ମାଇଲ୍
2
18.75 ମାଇଲ୍ 
3
37.5 ମାଇଲ୍ 
4
20.5 ମାଇଲ୍ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation