ଦତ୍ତ ଉକ୍ତି ଏବଂ ସିଦ୍ଧାନ୍ତ କୁ ଧ୍ୟାନର ସହ ପଢନ୍ତୁ । ସାଧାରଣ ରୂପରେ ତଥ୍ୟଗୁଡିକ କ ଭିନ୍ନ ହେଲେ ମଧ୍ୟ ଦିଆଯାଇଥିବା ସୂଚନା କୁ ସତ୍ୟ ମାନି, ଚୟନ କରନ୍ତୁ ଯେ ତାର୍କିକ ରୂପରେ ସିଦ୍ଧାନ୍ତ ଗୁଡିକ ଉକ୍ତି କୁ ଅନୁସରଣ କରୁଛି ?
ଉକ୍ତି:
କିଛି ବିଲେଇ ଠେକୁଆ ଅଟନ୍ତି ।
ସବୁ ଠେକୁଆ କୁକୁର ଅଟନ୍ତି ।
ସବୁ କୁକୁର ମାଙ୍କଡ ଅଟନ୍ତି ।
ସିଦ୍ଧାନ୍ତ:
(I) କିଛି ମାଙ୍କଡ ବିଲେଇ ଅଟନ୍ତି ।
(II) ସବୁ ମାଙ୍କଡ ଠେକୁଆ ଅଟନ୍ତି ।
1
ସିଦ୍ଧାନ୍ତ I କିମ୍ବା II ଅନୁସରଣ କରୁନାହିଁ ।
2
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି ।
3
ଉଭୟ ସିଦ୍ଧାନ୍ତ I ଏବଂ II ଅନୁସରଣ କରୁଛି ।
4
କେବଳ ସିଦ୍ଧାନ୍ତ II ଅନୁସରଣ କରୁଛି ।