X%Y ର ଅର୍ଥ 'X, Y ର ଝିଅ ଅଟେ '

X@Y ର ଅର୍ଥ 'X, Y ର ସ୍ତ୍ରୀ' 

X$Y ର ଅର୍ଥ 'X, Y ର ଭାଇ'

X&Y ର ଅର୍ଥ 'X, Y ର ବାପା'

ଉପରୋକ୍ତ ସୂଚନା କୁ ଆଧାର କରି, ଖୋଜି ବାହାର କର ଯେ ଏଥିମଧ୍ୟରୁ କେଉଁ ଅଭିବ୍ୟକ୍ତି ଟି ସୂଚିତ କରୁଛି ଯେ K ହେଉଛି H ର ଶଶୁର । 

1
H@P$J&L%K
2
H@J$L%P&K
3
H@J$L%K&P
4
H@J$P&L%K

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation