ସାତଜଣ ବନ୍ଧୁ, L, M, N, O, P, Q ଏବଂ R, ଏକ ବୃତ୍ତାକାର ଟେବୁଲ୍ ଚାରିପାଖରେ ବସିଛନ୍ତି, ଏବଂ କେନ୍ଦ୍ର ଆଡକୁ ପଛ କରି ବସିଛନ୍ତି ।  L, P  ର ତୁରନ୍ତ ଡାହାଣ ପାର୍ଶ୍ୱରେ ବସିଛି । M, P ର ପଡ଼ୋଶୀ ନୁହେଁ ।  O, L ର ବାମ ରୁ ତୃତୀୟ ସ୍ଥାନ ରେ ବସିଛି ।   Q, R ଏବଂ O ମଧ୍ୟରେ ବସିଛି ।   L ର ଠିକ ଡାହାଣ ରେ କିଏ ବସିଛି ?  

1
N
2
M
3
Q
4
R

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation