ଜଣେ ବ୍ୟକ୍ତି 50 କିମି/ଘଣ୍ଟା ର ଗତି ରେ 100 କିମି, 40କିମି/ଘଣ୍ଟା ଗତିରେ 120କିମି ଏବଂ 60 କିମି/ଘଣ୍ଟା ଗତି ରେ 150 କିମି ର ଯାତ୍ରା କରେ । ପୂର୍ଣ୍ଣ ଯାତ୍ରା ପାଇଁ ତାର ହାରାହାରି ଗତି (କିମି/ଘଣ୍ଟା) ବାହାର କର ।   

1
48
2
49
3
\(48\frac{2}{3}\)
4
\(49\frac{1}{3}\)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation