M, N, O, P, Q, R ଏବଂ  S ସାତ ଜଣ ସାଙ୍ଗ ପୂର୍ବ ଆଡ଼ କୁ ମୁହଁ କରି ଏକ ସିଧା ବେଞ୍ଚ ରେ ବସିଛନ୍ତି । P ଠିକ ମଧ୍ୟରେ ବସିଛି ।  M ର ବାମ ରେ କେବଳ ଚାରି ଜଣ ବସିଛନ୍ତି ।  R ଏବଂ S ମଧ୍ୟରେ କେବଳ Q ବସିଛି । O, S ର ଡାହାଣ ରୁ ତୃତୀୟ ରେ ବସିଛି ।  ଡାହାଣ ମୁଣ୍ଡ ରୁ ଦ୍ଵିତୀୟ ରେ କିଏ ବସିଛି ? 

1
N
2
M
3
O
4
R

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation