ତିନୋଟି କଥନ ଏବଂ ଏହା ପରେ I ଏବଂ II ରୁ କ୍ରମାଙ୍କିତ ଦୁଇ ସିଦ୍ଧାନ୍ତ ଦିଆଯାଇଛି । କଥନ କୁ ସତ୍ୟ ମାନିବା ର ଅଛି, ଏହା ସାଧାରଣ ତଥ୍ୟ ରୁ ସାମାନ୍ୟ ଭାବେ ଜ୍ଞାନ୍ତ ତଥ୍ୟ ରୁ ଭିନ୍ନ ପ୍ରତୀତ ହେଉଥିଲେ ମଧ୍ୟ, ପୁର୍ନି ନିର୍ଣ୍ଣୟ ନିଅନ୍ତୁ ଯେ କେଉଁ ସିଦ୍ଧାନ୍ତ ତାର୍କିକ ଭାବେ କଥନ କୁ ଅନୁସରଣ କରେ । 

କଥନ:

ସମସ୍ତ ପକ୍ଷୀ, କାଉ ଅଟନ୍ତି । 

କିଛି କାଉ, ଶୁଆ ଅଟନ୍ତି ।

କୌଣସି କାଉ, ପାରା ନୁହନ୍ତି । 

ସିଦ୍ଧାନ୍ତ:

I. କୌଣସି ଶୁଆ, ପାରା ନୁହେଁ । 

II. କିଛି ପକ୍ଷୀ, ଶୁଆ ଅଟେ । 

1
କେବଳ ସିଦ୍ଧାନ୍ତ  I ଅନୁସରଣ କରେ  । 
2
କେବଳ ସିଦ୍ଧାନ୍ତ  II ଅନୁସରଣ କରେ  । 
3
ସିଦ୍ଧାନ୍ତ  I ଏବଂ   II ଅନୁସରଣ କରୁ ନାହିଁ ।  
4
ଉଭୟ ସିଦ୍ଧାନ୍ତ  I ଏବଂ   II ଅନୁସରଣ କରୁଛି । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation