ଅଲମ୍ପିକ୍ ମଶାଲ କ୍ଷେତ୍ରରେ ନିମ୍ନୋକ୍ତ କେଉଁ ମନ୍ତବ୍ୟଗୁଡିକ ଠିକ୍ ?
(1) ଅଲମ୍ପିକ୍ ମଶାଲ ହେଉଛି ଏକତା, ଖେଳୁଆଡ ଭାବ ଓ ବିଜୟର ପ୍ରତୀକ
(2) ଅଲମ୍ପିକ ମଶାଲ ଗ୍ରୀସ୍ରେ ପ୍ରଜ୍ଜ୍ୱଳିତ ହୋଇଥାଏ ଏବଂ ଏହା ଜଣକଠାରୁ ପରବର୍ତ୍ତୀ ମଶାଲଧାରୀଙ୍କ ଦ୍ଵାରା ଆୟୋଜନକାରୀ ସହରରେ ପହଞ୍ଚିଥାଏ
(3) 16th ଏପ୍ରିଲ 2024 ରେ 2024 ଅଲମ୍ପିକ୍ ମଶାଲ ପ୍ରଜ୍ଜ୍ୱଳିତ ହୋଇଥିଲା
(4) ଜର୍ମାନିର ଡଃ କାର୍ଲ ଡିମ୍ଙ୍କ ଦ୍ଵାରା ଆଧୁନିକ ଅଲମ୍ପିକ ମଶାଲ ରିଲେ ପରିକଳ୍ପନା କରାଯାଇଥିଲା
1
2, 3 ଓ 4
2
1, 2 ଓ 3
3
1, 2 ଓ 3
4
ସମସ୍ତ ଚାରୋଟିଯାକ