ଜଣେ ବ୍ୟକ୍ତି ଏକ ବର୍ଷ ପାଇଁ 10,000 ଟଙ୍କା 10% ହାର ରେ (ଚକ୍ର ବୃଦ୍ଧି ସୁଧରେ) ବିନିଯୋଗ କରିଥିଲେ ଏବଂ ଏକ ବର୍ଷ ପରେ ସେ ଆଉ ଏକ ବର୍ଷ ପାଇଁ(ଚକ୍ର ବୃଦ୍ଧି ସୁଧରେ) 20% ରେ ସମ୍ପୂର୍ଣ୍ଣ ପରିମାଣ ବିନିଯୋଗ କରନ୍ତି । ଦୁଇ ବର୍ଷ ଶେଷରେ ଅନ୍ତିମ ପରିମାଣ କେତେ ହେବ ନିରୂପଣ କର ।
1
11,000 ଟଙ୍କା
2
10,000 ଟଙ୍କା
3
14,400ଟଙ୍କା
4
13,200ଟଙ୍କା