ଭାରତରେ ସଂସଦୀୟ ସରକାର ପ୍ରଣାଳୀ ଅନୁସାରେ ନିମ୍ନଲିଖିତ ମଧ୍ୟରୁ କେଉଁ ଉକ୍ତି ଟି ସଠିକ ଅଟେ ?

(i) ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା ମଧ୍ୟରେ ସହଯୋଗ ଏବଂ ସମନ୍ଵୟ ର ଧାରଣା ଉପରେ ଏହି ବ୍ୟବସ୍ଥା ପ୍ରତିଷ୍ଠିତ । 

(ii) ଭାରତ ବ୍ରିଟେନ ଠାରୁ ସଂସଦୀୟ ସରକାର ପ୍ରଣାଳୀ ନେଇଥିଲା । 

(iii) ଏହି ପ୍ରକାର ସରକାର ରାଜନୈତିକ ଦଳ ବିନା ଗଠନ ହେଇ ପାରିବ । 

(iv) ଏହି ପ୍ରକାର ସରକାରରେ  ରାଷ୍ଟ୍ର ର ମୁଖ୍ୟ ପ୍ରଧାନ ମନ୍ତ୍ରୀ ହେଇଥାନ୍ତି । 

1
(i) ଏବଂ (iv)
2
(ii) ଏବଂ (iii)
3
କେବଳ (iv) 
4
(i) ଏବଂ (ii)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation