ନିକଟରେ QUAD ଦେଶଗୁଡ଼ିକର ନୌସେନା ସମରାଭ୍ୟାସ 'ମାଲାବାର'ର 27ତମ ସଂସ୍କରଣ ଶେଷ ହୋଇଛି। ଏଥିରେ କେଉଁ ଦେଶ ଅଂଶଗ୍ରହଣ କରିଥିଲେ?
1
ଭାରତ, ଚୀନ୍, ଅଷ୍ଟ୍ରେଲିଆ ଏବଂ ଜାପାନ
2
ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକା
3
ଭାରତ, ଋଷ, ଅଷ୍ଟ୍ରେଲିଆ ଏବଂ ଆମେରିକା
4
ଭାରତ, ପାକିସ୍ଥାନ, ଅଷ୍ଟ୍ରେଲିଆ ଏବଂ ଜାପାନ