ସଂଘ ଲୋକସେବା ଆୟୋଗ ସମ୍ବଦ୍ଧ ରେ କେଉଁଟି ଠିକ ?
1
ଆୟୋଗ ଏହାର ବାର୍ଷିକ ରିପୋର୍ଟ କେନ୍ଦ୍ର ସରକାର ଙ୍କ ନିକଟ ରେ ଦାଖଲ କରେ ।
2
କର୍ମଚାରୀ ମନ୍ତ୍ରାଳୟ ଅଧୀନ ରେ କେନ୍ଦ୍ର ଲୋକସେବା ଆୟୋଗ କାର୍ଯ୍ୟ କରେ ।
3
1927 ମସିହା ରେ ପ୍ରଥମେ ଜନ ସେବା ଆୟୋଗ ଗଠନ କରାଯାଇଥିଲା ।
4
ସଂଘ ଲୋକ ସେବା ଆୟୋଗ ର ମୋଟ ସଦସ୍ୟ ଙ୍କ ସଂଖ୍ୟା 7 ।