ଏଠାରେ 8 ଜଣ ସଦସ୍ୟ P, Q, R, S, T, U, V ଏବଂ W ଏକ ମିଳିତ ପରିବାରରେ ଅଛନ୍ତି । Q ହେଉଛି S ର ଭାଇ । V ହେଉଛି Q ଏବଂ R ର ପୁତ୍ର।  S ହେଉଛି U ର ଭାଇ । W ହେଉଛି S ଏବଂ T ର ଝିଅ ଏବଂ P ହେଉଛି V ର ପତ୍ନୀ ଅଟନ୍ତି । R ତେବେ P ସହିତ କିପରି ସମ୍ବନ୍ଧିତ?

1
ଖୁଡି
2
ଶାଶୁ
3
ଭଉଣୀ 
4
ମା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation