ଭାରତ ପ୍ରସଙ୍ଗ ରେ ଧର୍ମ ନିରପେକ୍ଷ ରାଷ୍ଟ୍ର ହେଉଛି ଯେତେବେଳେ
A. ବ୍ୟକ୍ତିମାନଙ୍କୁ ସେମାନଙ୍କର ଧାର୍ମିକ ବିଶ୍ବାସ ଦ୍ଵାରା ବଞ୍ଚିବା ଏବଂ ଅଭ୍ଯାସ କରିବା ର ଅଧିକାର କୁ ଅନୁମତି ଦିଆଯାଏ
B.ଧର୍ମ କୁ ମାନ୍ୟତା ପ୍ରଦାନ କରାଯାଏ ନାହିଁ
C. କେବଳ ଗୋଟିଏ ଧର୍ମ ର ପାଳନ କରେ
D. ଧର୍ମ ଏବଂ ରାଜ୍ୟ ର କ୍ଷମତା କୁ ପରସ୍ପର ଠାରୁ ଅଲଗା ରଖେ
ସଠିକ ଉତ୍ତର ର ଚୟନ କର ।
1
କେବଳ A
2
କେବଳ B
3
କେବଳ D
4
A ଏବଂ D