ନିକଟ ରେ "ସରଂକ୍ଷିତ ମୁଦ୍ରା" ଶବ୍ଦ ସମାଚାର ରେ ଥିଲା, ନିମ୍ନଲିଖିତ ମଧ୍ୟରୁ କେଉଁ ଶବ୍ଦ ଏହାର ସର୍ବାଧିକ ଉପଯୁକ୍ତ ବ୍ୟାଖ୍ୟା ପ୍ରସ୍ତୁତ କରୁଛି  ?

1
କୌଣସି ମୁଦ୍ରା ଯାହା ବ୍ୟାପକ ରୂପେ କେବଳ ଜାତୀୟ ସ୍ତର ରେ କାରବାର ପାଇଁ ବହୁଳ ଭାବେ ବ୍ୟବହୃତ ହୁଏ ଏବଂ ସାଧାରଣତ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ଵାରା ସରଂକ୍ଷଣ ଭାବେ ଧରାଯାଏ ।  
2
କୌଣସି ମୁଦ୍ରା ଯାହା ବ୍ୟାପକ ରୂପେ ସୀମା କାରବାର ରେ ବ୍ୟବହୃତ ହୁଏ ଏବଂ ସାଧାରଣତ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ଵାରା ସରଂକ୍ଷଣ ଭାବେ ଧରାଯାଏ । 
3
କୌଣସି ମୁଦ୍ରା ଯାହା ବ୍ୟାପକ ରୂପେ କେବଳ ଜାତୀୟ ସ୍ତର ରେ  କାରବାର ପାଇଁ ବ୍ୟବହୃତ ହୁଏ ଏବଂ ସାଧାରଣତ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଦ୍ଵାରା ସରଂକ୍ଷଣ ଭାବେ ଧରାଯାଏ ।
4
କୌଣସି ମୁଦ୍ରା ଯାହା ଏକ ଷ୍ଟୋର ଭାବେ ବହୁଳ ଭାବେ ବ୍ୟବହୃତ ହୁଏ ଯାହା ଦ୍ଵାରା ଏହା କେବଳ ଜାତୀୟ ସଙ୍କଟ ସମୟ ରେ ବ୍ୟବହୃତ ହୋଇପାରିବ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation