ନିମ୍ନ ବିବୃତ୍ତିରୁ କେଉଁ ଅନୁମାନ ଗୁଡିକ ସୂଚିତ ହୋଇଛି?
ବିବୃତ୍ତି: ତନ୍ମୟ ଜଣେ ଜାତୀୟ ସ୍ତରୀୟ ଚେସ୍ ଖେଳାଳି ।
ଅନୁମାନ:
I: ତନ୍ମୟ ବିଶ୍ୱନାଥନ ଆନନ୍ଦଙ୍କ ସହ ଖେଳିଛନ୍ତି।
II : ତନ୍ମୟ ଚେସ୍ ରେ ଅନେକ ଖେଳାଳିଙ୍କୁ ପରାସ୍ତ କରିଛନ୍ତି।
1
କେବଳ ଅନୁମାନ I ଅନ୍ତର୍ନିହିତ ଅଟେ ।
2
କେବଳ ଅନୁମାନ II ଅନ୍ତର୍ନିହିତ ଅଟେ ।
3
ଉଭୟ ଅନୁମାନ I ଏବଂ ଅନୁମାନ II ଅନ୍ତର୍ନିହିତ ଅଟେ ।
4
ଅନୁମାନ I କିମ୍ବା ଅନୁମାନ II ଅନ୍ତର୍ନିହିତ ନୁହେଁ ।