କୀର୍ତ୍ତି, ସୁମନ, ଶୁଭ, କନକ, ପରି , ଚାରୁ , ଶ୍ଳୋକ ଏବଂ ସିଭି ଗୋଟିଏ ବର୍ଗାକାର ବେଞ୍ଚ  ର ଚାରି ପାଖ ରେ ଭିତରକୁ ମୁହଁ କରି ବସିଛନ୍ତି । ସେଥିମଧ୍ୟରୁ କିଛି କୋଣ ରେ ବସିଥିଲାବେଳେ କିଛି ବାହୁ ର ଠିକ କେନ୍ଦ୍ର ରେ ବସିଛନ୍ତି । କୀର୍ତ୍ତି, ଶୁଭ, ର ବାମ ପାଖ ରୁ ତୃତୀୟ ସ୍ଥାନ ରେ ବସିଛନ୍ତି ।  କୀର୍ତ୍ତି ଗୋଟିଏ କୋଣ ରେ ବସିଛି । କନକ, ପରି ର ଡାହାଣ ରୁ ଦ୍ଵିତୀୟ ସ୍ଥାନ ରେ ବସିଛି । ପରି କୌଣସି ମଧ୍ୟ କୋଣ ରେ ବସି ନାହିଁ  । ପରି, କୀର୍ତ୍ତି ର ନିକଟତମ ପଡୋଶୀ ନୁହେଁ । ସୁମନ, ଚାରୁ ର ନିକଟତମ ପଡୋଶୀ ଅଟେ । ସୁମନ କୌଣସି ମଧ୍ୟ ବାହୁ ର ମଧ୍ୟରେ ବସି ନାହିଁ । ଉଭୟ ପାଖ ରୁ ସୁମନ ଏବଂ ଶ୍ଳୋକ ମଧ୍ୟରେ କେବଳ ତିନି ଜଣ ବ୍ୟକ୍ତି ବସିଛନ୍ତି । କିଏ କୌଣସି କୋଣ ରେ ବସି ନାହିଁ ? 

1
ଚାରୁ 
2
କୀର୍ତ୍ତି 
3
ଶ୍ଳୋକ 
4
ସିଭି

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation