ନିମ୍ନଉକ୍ତ ବିବୃତ୍ତିରୁ କେଉଁ ଅନୁମାନ ଗୁଡିକ ସୂଚିତ ହୋଇଛି?
ବିବୃତ୍ତି: ଆଜିର ମ୍ୟାଚ୍ ରେ ଜାଡେଜା ୩ ଟି ୱିକେଟ୍ ନେଇଥିଲେ ଏବଂ ଆଉଟ ନହୋଇ ୫୫ ରନ୍ କରିଥିଲେ।
ଅନୁମାନ:
l: ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ll: ଜାଡେଜା ଆହତ ହୋଇଥିଲେ।
1
କେବଳ l ଅନ୍ତର୍ନିହିତ ଅଟେ
2
କେବଳ ll ଅନ୍ତର୍ନିହିତ ଅଟେ।
3
ଉଭୟ I ଏବଂ II ଅନ୍ତର୍ନିହିତ।
4
l କିମ୍ବା II ମଧ୍ୟ ଅନ୍ତର୍ନିହିତ ନୁହେଁ।