ଭାରତର ସମ୍ବିଧାନର ନିୟମାବଳୀ ଅନୁଯାୟୀ, ନିମ୍ନଲିଖିତ ମଧ୍ୟରୁ କିଏ/କେଉଁମାନଙ୍କର ନିଯୁକ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା ତାଙ୍କର ହସ୍ତାକ୍ଷର ଏବଂ ସିଲ ସହିତ ଅଧିପତ୍ର(ୱାରେଣ୍ଟ) ଦ୍ୱାରା କରାଯାଇଥାଏ??
i। ଭାରତର ପ୍ରଧାନ ବିଚାରପତି
ii। ଅନୁସୂଚିତ ଜାତି ପାଇଁ ଜାତୀୟ ଆୟୋଗର ଅଧ୍ୟକ୍ଷ।
iii। ଭାରତର ମୁଖ୍ୟ ନିର୍ବାଚନ କମିଶନର
iv। ରାଜ୍ୟ ନିର୍ବାଚନ କମିଶନର
ନିମ୍ନରେ ଦିଆଯାଇଥିବା କୋଡ୍ ବ୍ୟବହାର କରି ସଠିକ୍ ଉତ୍ତର ଚୟନ କରନ୍ତୁ:
1
କେବଳ i
2
i ଏବଂ ii
3
i, ii ଏବଂ iii
4
i, ii, iii ଏବଂ iv