ନିମ୍ନଲିଖିତ ମଧ୍ୟରୁ କେଉଁଟି 'ମିଶ୍ରିତ ଚାଷ'ର ମୁଖ୍ୟ ବୈଶିଷ୍ଟ୍ୟ? 

1
ଉଭୟ ଅର୍ଥକାରୀ ଫସଲ ଓ ଖାଦ୍ୟ ଶସ୍ୟ ଚାଷ 
2
ଗୋଟିଏ ଜମିରେ ଦୁଇ କିମ୍ବା ଅଧିକ ଫସଲ ଚାଷ
3
ମିଳିତ ଭାବରେ ପଶୁ ପାଳନ ଓ ଫସଲ ଚାଷ 
4
ଉପରୋକ୍ତ ମଧ୍ୟରୁ କିଛି ନୁହେଁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation