ଏହି ପରିପ୍ରେକ୍ଷୀରେ ଭାରତର ଉପ-ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ ନାହିଁ
1
ଯେତେବେଳେ ରାଷ୍ଟ୍ରପତିଙ୍କ ପପଦଚ୍ୟୁତ କାରଣରୁ ଖାଲି ପଡିଥାଏ
2
ଯେତେବେଳେ ରାଷ୍ଟ୍ରପତିଙ୍କ ଦେହାନ୍ତ ହେତୁ ଖାଲି ପଡିଥାଏ
3
ଯେତେବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତ ହେତୁ ଖାଲି ପଡିଥାଏ
4
ଯେତେବେଳେ ରାଷ୍ଟ୍ରପତିଙ୍କ ଇସ୍ତଫା ଯୋଗୁଁ ଖାଲି ପଡ଼ିଥାଏ